Odisha Khabar 24
Local Issues

ଗୋଟିଏ ଗାଁରେ ୪୦ରୁ ଅଧିକ କରୋନା ଆକ୍ରାନ୍ତ

ବଲାଙ୍ଗୀର ସହର ନିକଟବର୍ତ୍ତୀ ଅଞ୍ଚଳରେ କରୋନା କାୟା ବିସ୍ତାର କରିଛି। ସହର ନିକଟବର୍ତ୍ତୀ ହାତୀଶାଳ ପଡାରୁ ଚିହ୍ନଟ ହୋଇଛନ୍ତି  ୪୦ରୁ ଅଧିକ କରୋନା ଆକ୍ରାନ୍ତ।  ସମସ୍ତେ ସ୍ଥାନୀୟ ସଂକ୍ରମିତ ହୋଇଥିବାରୁ ବଲାଙ୍ଗିର ସହର ଭିତରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଫୁଲ ଦମ୍‌ରେ ଲାଗି ପଡିଛନ୍ତି ପୋଲିସ ଓ ପ୍ରଶାସନ।

ସୂଚନାଥାଉ କି, ଏହି ପଡ଼ାରୁ ପ୍ରଥମେ ୨୫ ତାରିଖ ଗୋଟିଏ ପରିବାରର ଶ୍ୱଶୁର, ବୋହୂଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା। ପରେ ଏହି ଗାଁକୁ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ କରିଥିଲା।

Related posts

ED books Jet Airways’ Naresh Goyal, his wife in alleged money laundering case

Admin

PM Netanyahu asks Israelis to do ‘namaste’ instead of shaking hands amid coronavirus fears

Admin

Temple trust begins work to shift Ram idol from tent, its abode for 30 years

Admin

3 comments

priligy without prescription November 14, 2020 at 11:46 pm

priligy without prescription https://salemeds24.wixsite.com/dapoxetine

Reply
states not allowing hydroxychloroquine November 18, 2020 at 8:19 am

states not allowing hydroxychloroquine https://hydroxychloroquine.webbfenix.com/

Reply
new healthy man ivermectin complaints November 26, 2020 at 8:05 pm

new healthy man ivermectin complaints https://ivermectin.mlsmalta.com/

Reply

Leave a Comment