ବଲାଙ୍ଗୀର ସହର ନିକଟବର୍ତ୍ତୀ ଅଞ୍ଚଳରେ କରୋନା କାୟା ବିସ୍ତାର କରିଛି। ସହର ନିକଟବର୍ତ୍ତୀ ହାତୀଶାଳ ପଡାରୁ ଚିହ୍ନଟ ହୋଇଛନ୍ତି ୪୦ରୁ ଅଧିକ କରୋନା ଆକ୍ରାନ୍ତ। ସମସ୍ତେ ସ୍ଥାନୀୟ ସଂକ୍ରମିତ ହୋଇଥିବାରୁ ବଲାଙ୍ଗିର ସହର ଭିତରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଫୁଲ ଦମ୍ରେ ଲାଗି ପଡିଛନ୍ତି ପୋଲିସ ଓ ପ୍ରଶାସନ।
ସୂଚନାଥାଉ କି, ଏହି ପଡ଼ାରୁ ପ୍ରଥମେ ୨୫ ତାରିଖ ଗୋଟିଏ ପରିବାରର ଶ୍ୱଶୁର, ବୋହୂଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା। ପରେ ଏହି ଗାଁକୁ ପ୍ରଶାସନ କଣ୍ଟେନ୍ମେଣ୍ଟ ଜୋନ କରିଥିଲା।
3 comments
priligy without prescription https://salemeds24.wixsite.com/dapoxetine
states not allowing hydroxychloroquine https://hydroxychloroquine.webbfenix.com/
new healthy man ivermectin complaints https://ivermectin.mlsmalta.com/