Odisha Khabar 24
India

ଆଠଗଡରେ ଲାଗୁ ହେଲା କଟକଣା, ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସିବା ମନା

ଆଠଗଡ ଉପଖଣ୍ଡକୁ ପ୍ରବେଶ ଉପରେ ଲାଗିଲା କଟକଣା । ବାହାର ଜିଲ୍ଲା କିମ୍ବା ବାହାର ରାଜ୍ୟରୁ କଟକର ଆଠଗଡ଼କୁ ଆସିବା ନେଇ କଟକଣା ଲାଗୁ ହୋଇଛି । ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କ ଯା ଆସ ଉପରେ ଏହି କଟକଣା ଲାଗୁ ହୋଇଛି ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ବ୍ରେକ୍‌ ଲଗାଇବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି ।

ଆଠଗଡ଼ ସବ୍ ଡିଭିଜନ ଅଞ୍ଚଳରେ ୫ ଟି ସ୍ଥାନରେ ଯାଞ୍ଚ କରାଯିବ । ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର ତହସିଲଦାରମାନଙ୍କୁ ଏନେଇ ଦାୟିତ୍ଵ ଦିଆଯାଇଛି । ପୁଲିସ ମଧ୍ୟ କଡ଼ା ପହରା ଦେଇ ସଂପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିବାକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।

 

Related posts

Violence in north-east Delhi well-planned and one-sided: Minorities panel

Admin

ED books Jet Airways’ Naresh Goyal, his wife in alleged money laundering case

Admin

ବିଶ୍ୱରେ ଭାକସିନ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!!!

Odisha Khabar 24

5 comments

acyclovir dose for herpes simplex November 12, 2020 at 5:47 pm Reply
hydroxychloroquine manufacturer india November 15, 2020 at 2:36 am

hydroxychloroquine manufacturer india https://hydroxychloroquine.webbfenix.com/

Reply
bimatoprost 0.01 eye drops generic November 16, 2020 at 4:26 am

bimatoprost 0.01 eye drops generic https://carepro1st.com/

Reply
generic dapoxetine not as good as regular November 17, 2020 at 5:53 am

generic dapoxetine not as good as regular https://salemeds24.wixsite.com/dapoxetine

Reply
ivermectin cost vs stromectol cost November 27, 2020 at 4:41 pm

ivermectin cost vs stromectol cost https://ivermectin.mlsmalta.com/

Reply

Leave a Comment