Odisha Khabar 24
Crime

ସୋସିଆଲ ମିଡିଆରେ ଫେକ୍ ଫଲୋଅର୍ସ ରାକେଟ୍ : ପ୍ରତି ଲାଇକ ପାଇଁ କେତେ ନେଉଥିଲେ ହ୍ୟାକର????

ଯୁବପୀଢି ଏବେ ସୋସିଆଲ ମିଡିଆରେ ଲାଇକ୍ ଓ ଫଲୋଅର୍ସ ପଛରେ ଗୋଡାଉଛନ୍ତି । ଫଲୋଅର୍ସ ବଢାଇବା ପାଇଁ ଅନେକ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ଏପରିକି କିଛି ବ୍ୟକ୍ତି ଓ କମ୍ପାନୀ ଅଧିକ ଫଲୋଅର୍ସ ବଢାଇବା ନିଶାରେ ହ୍ୟାକରଙ୍କ ସାହାଯ୍ୟ ମଧ୍ୟ ନେଉଛନ୍ତି । ଏପରି ଜଣେ ହ୍ୟାକରକୁ ଗରିଫ କରିଛି ମୁମ୍ବାଇ ପୋଲିସ । ଗିରଫ ହ୍ୟାକର୍ ହେଲେ କାସିଫ୍ ମନସୁର୍ ।

ଅଭିଯୁକ୍ତ କାସିଫ୍ ମନସୁର୍ ହେଲେ ଜଣେ ସିଭିଲ୍ ଇଞ୍ଜିନିୟର । ସେ ଏଭିଏଏମଏସଏମଏମ ନାମକ ଏକ କମ୍ପାନୀ ଖୋଲି ଫେକ୍ ଫଲୋଅର୍ସ ବିକ୍ରି କରୁଥିଲେ । ପ୍ରତି ଲାଇକ୍ ପାଇଁ ନେଉଥିଲା ୧୫୩ ଟଙ୍କା, ଏବେସୁଦ୍ଧା ସେ ୨୫ ହଜାର ଅର୍ଡର ପାଇଥିବା ବେଳେ ୨.୩ କୋଟି ଫେକ୍ ଫଲୋଅର୍ସ ବିକ୍ରି କରିଛନ୍ତି ।

ଗତ ସପ୍ତାହରେ ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେ ବଲିଉଡ୍ ସିଙ୍ଗର୍ ଭୂମି ତ୍ରିବେଦୀଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲିଥିବା ଅଭିଯୋଗ ହୋଇଥିଲା । ଏପରିକି ସେ କିଛି ବଲିଉଡ୍ ସେଲିବ୍ରିଟିଙ୍କୁ ଫୋନ୍ କରି ଫଲୋଅର୍ସ ବଢାଇଦେବ ବୋଲି କହିଥିଲା । ଏନେଇ ପୋଲିସ ଅଭିଯୋଗ ପାଇବା ପରେ ତାକୁ ଗିରଫ କରିଥିଲା ।

Related posts

Toddler has howling match with husky and it’s hard to tell who’s winning

Admin

ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ୍‌ ୱାସୀମ ବାରୀ ଓ ତାଙ୍କ ପରିବାରଙ୍କ ହତ୍ୟା ଘଟଣା ରେ ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

Odisha Khabar 24

ବାଇକ୍‌ ଚୋରି କରିବା ବେଳେ ଲୋକଙ୍କ ହାତରେ ଧରା ପଡିଲା ଚୋର

Odisha Khabar 24

4 comments

maximum dose of dapoxetine citrate November 17, 2020 at 12:50 pm

maximum dose of dapoxetine citrate https://dapoxetine.confrancisyalgomas.com/

Reply
is dapoxetine safe for men November 21, 2020 at 12:22 pm

is dapoxetine safe for men https://salemeds24.wixsite.com/dapoxetine

Reply
generic ivermectin sales on internet November 28, 2020 at 4:53 am

generic ivermectin sales on internet https://ivermectin.mlsmalta.com/

Reply
coupons for hydroxychloroquine 200mg November 28, 2020 at 5:41 am

coupons for hydroxychloroquine 200mg https://hydroxychloroquine.webbfenix.com/

Reply

Leave a Comment