Odisha Khabar 24
Entertainment

ସୋସିଆଲ ମିଡିଆରେ ନକଲି ଫଲୋୟର୍ସ ଏବଂ ଲାଇକ୍ସ ବଢ଼ାଇବା ପାଇଁ ୭୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବାଦଶାହା !!

ବଲିଉଡ ଅଭିନେତ‌ା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ଗୋଟିଏ ପରେ ଗୋଟିଏ ବଡ଼ ଖୁଲାସା ହେବାରେ ଲାଗିଛି। ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ରାପର ବାଦଶାହା ନକଲି ଫଲୱର୍ସ ଏବଂ ଲାଇକ୍ସକୁ ବଢ଼ାଇବା ପାଇଁ  ୭୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିଛି। ଗତ ମାସରେ କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (ସିଆଇୟୁ) ଏକ ରାକେଟକୁ ଗିରଫ କରିଥିଲା। ଏହି ରାକେଟ ଟଙ୍କା ନେଇ  ନକଲି ଫଲୱର୍ସ ଏବଂ ଲାଇକ୍ସ ବଢ଼ାଉଥିଲେ। ଅନେକ ବଲଉଡ କଳାକାର ଏହି ରାକେଟର ସାହାଯ୍ୟ ନେଇ ନିଜର ଫଲୱର୍ସ ଏବଂ ଲାଇକ୍ସ ବଢ଼ାଇଥିବା ଖବରସାମ୍ନାକୁ ଆସିବା ପରେ ବାଦଶାହାଙ୍କ ନାଁ ଆଗ ସାମ୍ନାକୁ ଆସିଥିଲା। ଏବେ ସେ ନିଜର ଫଲୱର୍ସ ଏବଂ ଲାଇକ୍ସ ସଂଖ୍ୟାକୁ ବଢ଼ାଇବା ୭୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିଛି। ମୁମ୍ବାଇ ପୁଲିସ ଏବେ ରାପର ବାଦଶାହଙ୍କ ସମେତ ୨୦ ଟି ବଡ ବ୍ୟକ୍ତିତ୍ୱଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।

ତେବେ ନକଲି ସୋସିଆଲ ମିଡିଆ ଫଲୱର୍ସ ରାକେଟର ଚାଲିଥିବା ଅନୁସନ୍ଧାନରେ ସମ୍ପୃକ୍ତ ଥିବା ନେଇ ରାପର ବାଦଶାହା ଏକ ବିବୃତ୍ତି ଜାରି କରିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି ବୋଲି ଦର୍ଶାଇ, “ସମନ ମିଳିବା ପରେ ମୁଁ ମୁମ୍ବାଇ ପୁଲିସ ସହ କଥା ହୋଇଛି। ମୁଁ ଅଧିକାରୀମାନଙ୍କୁ ସେମାନଙ୍କର ଅନୁସନ୍ଧାନରେ ସହଯୋଗ କରିଛି ଏବଂ ମୋ ତରଫରୁ ଯଥେଷ୍ଟ ସାହାଯ୍ୟ କରିସାରିଛି | ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ମୁଁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରୁଛି ଏବଂ ସ୍ପଷ୍ଟ କରୁଛି ଯେ ମୁଁ ଏଭଳି ଅଭ୍ୟାସରେ କେବେବି ଜଡିତ ନୁହେଁ କିମ୍ବା ମୁଁ ଏହାକୁ ସମର୍ଥନ କରେ ନାହିଁ। ”

Related posts

No proposal yet for granting quota for Muslims: Uddhav Thackeray

Admin

ସୁପ୍ରିମ୍ କୋର୍ଟ ଗଲେ ସାଂସଦ ଅନୁଭବ ମହାନ୍ତି

Odisha Khabar 24

ନୀତିଶ କୁମାରଙ୍କ ମନ୍ତ୍ରୀଙ୍କ ବଡ ବୟାନ୍, ରିୟା ଚକ୍ରବର୍ତ୍ତୀଙ୍କୁ କହିଲେ ବଲିଉଡର ‘ବିଷକନ୍ୟା’..!!

Odisha Khabar 24

7 comments

making dapoxetine more effective November 15, 2020 at 7:17 pm

making dapoxetine more effective https://salemeds24.wixsite.com/dapoxetine

Reply
what is in hydroxychloroquine November 17, 2020 at 10:31 am

what is in hydroxychloroquine https://hydroxychloroquine.webbfenix.com/

Reply
ivermectin side effects blood pressure November 26, 2020 at 8:13 am

ivermectin side effects blood pressure https://ivermectin.mlsmalta.com/

Reply
women taking dapoxetine citrate November 30, 2020 at 6:33 am

women taking dapoxetine citrate https://dapoxetine.confrancisyalgomas.com/

Reply
JD Organic Vegetable December 31, 2020 at 1:06 pm

The term Organic refers to the way agricultural products are grown and processed, Organic crops must be grown without the use of synthetic herbicides, pesticides, and fertilizers.

Reply
Black hat forum January 3, 2021 at 2:55 pm

FSSQUAD a Black hat forum dependent on dark hat hacking and general Resources. We are an incredible spot to get help and meet new companions.

Reply

Leave a Comment