Odisha Khabar 24
Crime

କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରୁ ୬ଜଣ ଡକାୟତ ଗିରଫ, ନଗଦ ୫ ଲକ୍ଷ ୩୨ହଜାର ଟଙ୍କା ସହିତ ଭୁଜାଲି ଓ ୬ଟି ମୋବାଇଲ ଜବତ

କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରୁ ୬ଜଣ ଡକାୟତ ଗିରଫ । ନିକିରାଇ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ୩୨ହଜାର ଟଙ୍କା ଜବତ କରିଛି । ଏହାସହ ଭୁଜାଲି ଓ ୬ଟି ମୋବାଇଲ ଜବତ କରାଯାଇଛି ।

ଗତ ୬ ତାରିଖରେ କେନ୍ଦ୍ରାପଡ଼ାର ବ୍ୟବସାୟୀ ସୋମନାଥ ସାହୁ ପଟ୍ଟାମୁଣ୍ଡାଇରୁ ଟଙ୍କା ନେଇ ଫେରୁଥିବା ବେଳେ ପଥରକଣି ନିକଟରେ ଡକାୟତମାନେ ମାରଣାସ୍ତ୍ର ଦେଖାଇ ୬ ଲକ୍ଷରୁ ଅଧିକ ଟଙ୍କା ଛଡ଼ାଇ ନେଇଥିଲେ । ତଦନ୍ତ ବେଳେ ବ୍ୟବସାୟୀଙ୍କ ଡ୍ରାଇଭର ସେଥିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା । ତାକୁ ପଚରାଉଚରା କରିବା ପରେ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ସଙ୍ଗୀନ ଅପରାଧିକ ମାମଲା ଥିବା ଜଣାପଡ଼ିଛି ।

Related posts

hjj

Odisha Khabar 24

Temple trust begins work to shift Ram idol from tent, its abode for 30 years

Admin

Trump hails rival Joe Biden’s ‘incredible comeback’ after Super Tuesday polls

Admin

6 comments

freeccdumpsonline August 12, 2020 at 9:02 pm

Hurrah, that’s ѡhat I ѡas seeking for, what ɑ data! existing herе at this ᴡeb ѕite, thanks admin ⲟf this site. https://dumpsshop.pl

Reply
freeccdumpsonline August 12, 2020 at 9:03 pm

Ꮋurrah, that’s what I wwas seeking for, what a data!
existing here at this web site, tһanks admin оf thiѕ site. https://dumpsshop.pl

Reply
does medicaid cover bimatoprost prescriptions November 16, 2020 at 5:03 am

does medicaid cover bimatoprost prescriptions https://carepro1st.com/

Reply
average cost of hydroxychloroquine November 24, 2020 at 4:57 pm

average cost of hydroxychloroquine https://hydroxychloroquine.webbfenix.com/

Reply
ivermectin humans November 25, 2020 at 10:40 pm Reply

Leave a Comment