କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରୁ ୬ଜଣ ଡକାୟତ ଗିରଫ । ନିକିରାଇ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ୩୨ହଜାର ଟଙ୍କା ଜବତ କରିଛି । ଏହାସହ ଭୁଜାଲି ଓ ୬ଟି ମୋବାଇଲ ଜବତ କରାଯାଇଛି ।
ଗତ ୬ ତାରିଖରେ କେନ୍ଦ୍ରାପଡ଼ାର ବ୍ୟବସାୟୀ ସୋମନାଥ ସାହୁ ପଟ୍ଟାମୁଣ୍ଡାଇରୁ ଟଙ୍କା ନେଇ ଫେରୁଥିବା ବେଳେ ପଥରକଣି ନିକଟରେ ଡକାୟତମାନେ ମାରଣାସ୍ତ୍ର ଦେଖାଇ ୬ ଲକ୍ଷରୁ ଅଧିକ ଟଙ୍କା ଛଡ଼ାଇ ନେଇଥିଲେ । ତଦନ୍ତ ବେଳେ ବ୍ୟବସାୟୀଙ୍କ ଡ୍ରାଇଭର ସେଥିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା । ତାକୁ ପଚରାଉଚରା କରିବା ପରେ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ସଙ୍ଗୀନ ଅପରାଧିକ ମାମଲା ଥିବା ଜଣାପଡ଼ିଛି ।
6 comments
Hurrah, that’s ѡhat I ѡas seeking for, what ɑ data! existing herе at this ᴡeb ѕite, thanks admin ⲟf this site. https://dumpsshop.pl
Ꮋurrah, that’s what I wwas seeking for, what a data!
existing here at this web site, tһanks admin оf thiѕ site. https://dumpsshop.pl
Factor very well considered.! https://like191.com/slotonline-freecredit/
does medicaid cover bimatoprost prescriptions https://carepro1st.com/
average cost of hydroxychloroquine https://hydroxychloroquine.webbfenix.com/
ivermectin humans https://ivermectin.mlsmalta.com/