Odisha Khabar 24
Entertainment

ବଲିଉଡ ଆକ୍ଟର ଆମିର ଖାନ୍ ପୁଣି ଥରେ ବିବାଦରେ ଫସିଲେ !!!

ବଲିଉଡ ଆକ୍ଟର ଆମିର ଖାନ୍ ପୁଣି ଥରେ ବିବାଦରେ ଫସିଯାଇଛନ୍ତି । ଏବେ ସେ ନିଜ ଫିଲ୍ମ ‘ଲାଲ୍ ସିଂହ ଚଢ୍ଡା’ର ସୁଟିଂ ପାଇଁ ତୁର୍କୀ ଯାଇଛନ୍ତି । ଏହି ସମୟରେ ସେ ରବିବାର ତୁର୍କୀର ରାଷ୍ଟ୍ରପତିଙ୍କ ପତ୍ନୀ ଏମିନ୍ ଏର୍ଦୋଗନ୍(Emine Erdogan)ଙ୍କ ସହିତ ସାକ୍ଷାତ କରିଛନ୍ତି । ଇସ୍ତାନବୁଲ୍ ସ୍ଥିତ ରାଷ୍ଟ୍ରପତି ଭବନ ହୁବେର ମୈଶନରେ ହୋଇଥିବା ଏହି ସାକ୍ଷାତର ଫଟୋ ତୁର୍କୀର ପ୍ରଥମ ମହିଳା ଏମିନ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏହି ସାକ୍ଷାତ ପରେ ଆମିର ଖାନ୍ ଟ୍ରୋଲ୍ ହେଉଛନ୍ତି ।

କହିରଖୁଛୁ ତୁର୍କୀର ରାଷ୍ଟ୍ରପତି, ଜମ୍ମୁ-କଶ୍ମୀରରୁ ଆର୍ଟିକଲ ୩୭୦ ହଟାଇବା ବିରୁଦ୍ଧରେ ବୟାନ ଦେଇସାରିଛନ୍ତି । ଅନ୍ୟପଟେ ଆମିର ଖାନ ଓ ତୁର୍କୀର ପ୍ରଥମ ମହିଳାଙ୍କ ସାକ୍ଷାତ ପରେ ଭାରତର ସୋସିଆଲ ମିଡିଆରେ ଆମିରଙ୍କ ପ୍ରତି ୟୁଜର୍ସଙ୍କ ମନରେ ଥିବା କ୍ରୋଧ ଦର୍ଶାଉଛି ।

ଏହା ସହିତ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ୨୦୧୮ରେ ଇସ୍ରାଏଲ ପିଏମ୍ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଭାରତ ଗସ୍ତ ସହିତ ମଧ୍ୟ ଯୋଡି ଦେଖୁଛନ୍ତି । ସେହି ସମୟରେ ବେଞ୍ଜାମିନ୍ ବଲିଉଡର ଅନେକ ସେଲିବ୍ରିଟିଙ୍କ ସହିତ ସାକ୍ଷାତ କରିଥିଲେ । କିନ୍ତୁ ଶାହରୁଖ, ଆମିର ଓ ସଲମାନ୍ ଖାନ ତାଙ୍କ ସହିତ ଦେଖା ପାଇଁ ମନା କରିଦେଇଥିଲେ । ସୋସିଆଲ ମିଡିଆରେ ଲୋକଙ୍କ କହିବାନୁସାରେ ଯେଉଁ ଦେଶ ଭାରତକୁ ଅନେକ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ସହଯୋଗ କରିଛନ୍ତି ସେହି ଦେଶର ରାଷ୍ଟ୍ରପତିଙ୍କୁ ଆମିର ଖାନ୍ ଦେଖା କରିବାକୁ ମନା କରିଦେଇଛନ୍ତି କିନ୍ତୁ ଯେଉଁ ଦେଶ ଭାରତ ବିରୁଦ୍ଧରେ ବୟାନବାଜି କରୁଛି ସେହି ଦେଶର ପ୍ରଥମ ମହିଳାଙ୍କ ଅତିଥି ହୋଇ ଆମିର ଖାନ୍ ବହୁତ ଖୁସି ଅଛନ୍ତି । ଏନେଇ ସୋସିଆଲ ମିଡିଆରେ ଅନେକ ରିଆକ୍ସନ ଦେଉଛନ୍ତି ୟୁଜର୍ସ ।

 

Related posts

ହସ୍ପିଟାଲରୁ ଡିସ୍‌ଚାର୍ଜ୍ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

Odisha Khabar 24

The Supreme Court’s jurisprudence on reservations has gaps

Admin

Police seek contempt of court action against Harsh Mander over speech at Jamia

Admin

8 comments

acyclovir 400 mg cost November 12, 2020 at 5:58 am Reply
hydroxychloroquine stock price November 15, 2020 at 8:35 am

hydroxychloroquine stock price https://hydroxychloroquine.webbfenix.com/

Reply
can dapoxetine kill a dog November 18, 2020 at 4:54 am Reply
does naltrexone daily work better than naltrexone November 20, 2020 at 2:28 pm

does naltrexone daily work better than naltrexone https://naltrexoneonline.confrancisyalgomas.com/

Reply
oral ivermectin lice November 28, 2020 at 4:15 am

oral ivermectin lice https://ivermectin.mlsmalta.com/

Reply
dapoxetine drug interactions November 29, 2020 at 5:57 pm

dapoxetine drug interactions https://dapoxetine.confrancisyalgomas.com/

Reply
JD Organic Vegetable December 31, 2020 at 1:11 pm

The term Organic refers to the way agricultural products are grown and processed, Organic crops must be grown without the use of synthetic herbicides, pesticides, and fertilizers.

Reply

Leave a Comment