Otherଆସିଲା ଗୁପ୍ଚୁପ୍ ଏଟିଏମ୍Odisha Khabar 24July 4, 2020July 4, 2020 by Odisha Khabar 24July 4, 2020July 4, 20200 କରୋନା ଲକ୍ ଡାଉନ ସଟ୍ ଡାଉନ୍ ଏସବୁ ଭିତରେ ଅନେକ ସମସ୍ୟାକୁ ତ ଆମେ ସାମ୍ନା କରୁଛୁ। ହେଲେ ଏହା ଭିତରେ ଗୁପ୍ଚୁପ୍ ଖାଇବାଟା ଏକ୍ଦମ୍ ବନ୍ଦ ହୋଇଯାଇଛି। ଏବେ ଗୋଟେ ଅଧେ ଗୁପ୍ଚୁପ୍...
Otherହୋଟେଲ ମାଲିକଙ୍କ ପୁଅ ବାହା ଘରରେ କୋଭିିଡ୍-୧୯ ନିୟମର ଖୋଲାଖୋଲି ଉଲ୍ଲଙ୍ଘନOdisha Khabar 24July 4, 2020 by Odisha Khabar 24July 4, 20200 ଗଞ୍ଜାମ ଜିଲ୍ଲାରେ କରୋନା ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି ଜିଲ୍ଲାରେ ଯେପରି କରୋନା ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି ତାହା ପ୍ରଶାସନର ନିଦ ହଜାଇ ଦେଇଛି। ଏପରି ପରିସ୍ଥିତିରେ...
Otherଆଜି ନୀଳାଦ୍ରିବିଜେ ନୀଳକନ୍ଦରକୁ ଫେରିବେ ମହାବାବୁOdisha Khabar 24July 4, 2020 by Odisha Khabar 24July 4, 20200 ସରିଗଲା ଘୋଷଯାତ୍ରା । ନବଦିନ ବ୍ୟାପି ଜନ୍ମବେଦୀରେ ଲୀଳାଖେଳା ସାରି ମହାବାହୁ ଆଜି କର୍ମବେଦୀ ନୀଳକନ୍ଦରକୁ ଫେରିବେ। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ। ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରା ଶେଷ ହେବା...
Breaking News Otherବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ନିଖୋଜOdisha Khabar 24July 4, 2020July 4, 2020 by Odisha Khabar 24July 4, 2020July 4, 20200 ଜୁନ୍ ୧ରୁ ବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କ କୌଣସି ପତ୍ତା ମିଳୁନାହିଁ। ତାଙ୍କୁ ଫୋନ୍ କଲେ ମଧ୍ୟ ସେ ଫୋନ୍ ଉଠାଉ ନାହାନ୍ତି। ଏପରିକି ଅନେକ ସମୟରେ ତାଙ୍କର ଫୋନ୍ ସ୍ୱିଚ୍...
Otherପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ କରୋନାOdisha Khabar 24July 3, 2020July 3, 2020 by Odisha Khabar 24July 3, 2020July 3, 20200 ସର୍ବଦା ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେଶି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର କ୍ୟୁରେଶିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ସେ ନିଜକୁ...
Breaking News#ବିଜେପି_ସାଂସଦଙ୍କୁ_କରୋନାOdisha Khabar 24July 3, 2020July 3, 2020 by Odisha Khabar 24July 3, 2020July 3, 20200 ପଶ୍ଚିମବଙ୍ଗର ବିଜେପି ସାଂସଦ ଓ ବିଜେପି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ଲକେଟ୍ ଚାଟାର୍ଜୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଖୋଦ୍ ଲକେଟ୍ ଚାଟାର୍ଜୀ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି...