Otherଟେନସା ଫାଣ୍ଡି ଅଧିକାରୀଙ୍କୁ ମଦ ବ୍ୟବସାୟୀଙ୍କ ତୀରମାଡ଼ |Odisha Khabar 24January 5, 2021 by Odisha Khabar 24January 5, 20210 ରାଉଲକେଲା : ଫାଣ୍ଡି ଅଧିକାରୀଙ୍କୁ ମଦ ବ୍ୟବସାୟୀଙ୍କ ତୀରମାଡ଼। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପକଣ୍ଠ ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀରମାଡ଼ ହୋଇଛି। ମଦ କାରବାରକୁ ଚଢଉ କରିବାକୁ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ମଦ...
Otherପୁଣି ରାପ୍ ଗାଇଲେ ଜଟଣୀ ବିଧାୟକ ସୁର ରାଉତରାୟ, ଏଥର ରାପରେ ରହିଛି ନିଶା ନିବାରଣ ସଚେତନତା ବାର୍ତ୍ତାOdisha Khabar 24December 27, 2020 by Odisha Khabar 24December 27, 20200 ପୁଣି ଗୀତ ଗାଇଲେ ଜଟଣୀ ବିଧାୟକ ସୁର ରାଉତରାୟ। କଟକର ଏକ ଷ୍ଟୁଡିଓ ରେ ନୁଆ ବର୍ଷ ପାଇଁ ଗାଇଲେ ନୂଆ ଗୀତ। ଏହି ଗୀତରେ ନିଶା ନିବାରଣ ନେଇ ସଚେତନତା ବାର୍ତ୍ତା ରହିଛି...
Otherଆଜି ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ, ପଢ଼ନ୍ତୁ ତାଙ୍କ ମୁଖନିଃସୃତ କେତେକ ଦମ୍ଦାର ଭାଷଣOdisha Khabar 24December 25, 2020 by Odisha Khabar 24December 25, 20205 ଆଜି ପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ। ସାରା ଦେଶ ଆଜି ବାଜପେୟୀଙ୍କ ସ୍ମୃତିରେ ତାଙ୍କ ଜୟନ୍ତୀ ପାଳନ କରୁଛି। ଅଟଳ ବିହାରୀ ବାଜପେୟୀ ଜଣେ ଏମିତି ରାଜନେତା, ଯିଏ ନିଜ ପାର୍ଟି...
Otherଆସନ୍ତା କାଲିଠୁ ଜାନୁଆରୀ ୩ ପର୍ଯ୍ୟନ୍ତ ଶୀତ ଅବକାଶ ପାଇଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ Odisha Khabar 24December 25, 2020 by Odisha Khabar 24December 25, 20200 କଟକ: ଆସନ୍ତା କାଲି ଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଶୀତ ଅବକାଶ ପାଇଁ ଛୁଟି ରହିବ ଓଡ଼ିଶା ହାଇକୋର୍ଟ । ଡିସେମ୍ବର ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ଏସ କେ...
Otherରିପବ୍ଲିକ ଭାରତ ଟିଭି ଉପରେ ବ୍ରିଟେନ୍ ଲଗାଇଲା ୨୦ ଲକ୍ଷ ଟଙ୍କାର ଜରିମାନାOdisha Khabar 24December 23, 2020 by Odisha Khabar 24December 23, 20204 ନୂଆଦିଲ୍ଲୀ: ଟିଆରପି ସ୍କାମ ଭଳି ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା ରିପବ୍ଲିକ ଭାରତ ଟିଭିର ମୁ୍ଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଏବେ ଅଡୁଆ ବଢ଼ିବାରେ ଲାଗିଛି । ରିପବ୍ଲିକ ଟିଭିର ହିନ୍ଦି ଚ୍ୟାନେଲ...
Otherଆରଆଇ ଧରା ପଡ଼ିଲେ ଲାଞ୍ଚ ନେଇ, ୭ ହଜାର ଚଳୁ ପାଇଁ ଚେଷ୍ଟା ବେଳେ ଗିରଫOdisha Khabar 24December 23, 2020 by Odisha Khabar 24December 23, 20200 ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧୀନ କଇଥକୋଲା ରାଜସ୍ଵ ନିରୀକ୍ଷକ ଲାଞ୍ଚ ନେଇ ଧରାପଡ଼ିଲେ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ହାତରେ ଧରାପଡି ଗିରଫ...
Otherବ୍ରିଟେନ ଫେରନ୍ତା କରୋନା ପଜିଟିଭି ଚିହ୍ନଟ, ସରକାରୀ କୋଭିଡ୍ ହସ୍ପିଟାଲରେ ହେଲେ ଭର୍ତ୍ତିOdisha Khabar 24December 23, 2020 by Odisha Khabar 24December 23, 20202 ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା କରୋନା ପଜିଟିଭି ଚିହ୍ନଟ । ବ୍ରିଟେନରୁ ଫେରିଥିବା ଜଣେ ୩୪ ବର୍ଷୀୟ ଯୁବକଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ତାଙ୍କୁ ସରକାରୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି...
Otherଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତର ଲହରୀ, ଆସନ୍ତା ୩ ଦିନ ଯାଏଁ ଜାଡ଼ରେ ଥରିବ ଓଡ଼ିଶାOdisha Khabar 24December 20, 2020 by Odisha Khabar 24December 20, 20207 ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତର ଲହରି । ୧୧ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା । ୫ ଦଶମିକ ୫ ଡିଗ୍ରୀ ସେଲସିୟସ୍ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ...
Otherସାବଧାନ: କଳିଙ୍ଗନଗର ରାସ୍ତାରେ ଖଣ୍ଡା ଧରି ବୁଲୁଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ, ଅନ୍ଧାର ହେଲେ ଲୁଟ୍ ପାଇଁ କରୁଛନ୍ତି ଆକ୍ରମଣOdisha Khabar 24December 20, 2020 by Odisha Khabar 24December 20, 20207 ଶିଳ୍ପନଗରୀ କଳିଙ୍ଗନଗରରେ ମାତିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ । ଅନ୍ଧାର ହେଲେ ହାତରେ ଖଣ୍ଡାଧରି ଚାଲିଆସୁଛନ୍ତି ରାଜରାସ୍ତାକୁ । ସୁଯୋଗ ମିଳିଲେ ଲୁଟ୍ ପାଇଁ କରୁଛନ୍ତି ଆକ୍ରମଣ । ଜଣେ କି ଦୁଇଜଣ ନୁହେଁ ୪-୫ଜଣ...
Otherଅନୁଗୁଳ: ଅଙ୍ଗନୱାଡି ଜାଗାକୁ ନେଇ ମୁହାଁମୁହିଁ ପରିସ୍ଥିତି, ପ୍ରଶାସନକୁ ସ୍ଥାନୀୟ ଲୋକଙ୍କ ବିରୋଧOdisha Khabar 24December 20, 2020 by Odisha Khabar 24December 20, 20206 ଅନୁଗୁଳ : ଜବରଦଖଲ ଉଚ୍ଛେଦକୁ ନେଇ ମୁହାଁମୁହିଁ ପରିସ୍ଥିତି। ଅନୁଗୁଳର ହୁଲୁରିସିଂହା ଗାଁର କମାରସାହିରେ ପ୍ରଶାସନକୁ ସ୍ଥାନୀୟ ଲୋକଙ୍କ ବିରୋଧ। କମାରସାହିରେ ଏକ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ଖୋଲା ଯିବାକୁ ଜାଗା ଚିହ୍ନଟ ହୋଇଥିଲା।...