ହାଥରସ ଘଟଣାକୁ ନେଇ ଗୃହ କାର୍ଯ୍ୟ ଅଚଳ, ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଲେ ବାଚସ୍ପତି
ଭୁବନେଶ୍ବର: ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ (ଆଜି)ରେ ଉତ୍ତରପ୍ରଦେଶର ହାଥରସରେ ୧୯ ବର୍ଷ ବୟସ୍କା ବାଳିକାର ଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଦଳ ଗୃହରେ ନାରାବାଜି କରିବା ଯୋଗୁଁ ଗୃହକୁ...