Entertainmentୟୁଟ୍ୟୁବରେ ସବୁ ରେକର୍ଡ ଭାଙ୍ଗିଲା ଏହି ଭିଡିଓ, ଯାହାର ଦିୱାନା ହେଲା ସାରା ଦୁନିଆOdisha Khabar 24August 28, 2020 by Odisha Khabar 24August 28, 2020266 ଏପରି ବହୁତ କମ ହୋଇଥାଏ ଯେତେବେଳେ କୌଣସି ଗୀତ କିମ୍ବା ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହେଉ ହେଉ ସମଗ୍ର ବିଶ୍ୱ ତାର ଦିୱାନା ପାଲଟି ଯାଇଥାଏ କିନ୍ତୁ ବର୍ତ୍ତମାନ ଠିକ ଏମିତି ଏକ ଘଟଣା...
Entertainmentହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ରଣଦୀପ ହୁଡା !!!Odisha Khabar 24August 26, 2020 by Odisha Khabar 24August 26, 20202,051 ବଲିଉଡ ଅଭିନେତା ରଣଦୀପ ହୁଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବର ଅନୁଯାୟୀ ରଣଦୀପ ତାଙ୍କର ଗୋଟିଏ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବୁଧବାର ସକାଳେ ରଣଦୀପ ହୁଡାଙ୍କୁ ଡାକ୍ତରଖାନାରେ ଭର୍ତ୍ତି...
Entertainmentବଲିଉଡ ଆକ୍ଟର ଆମିର ଖାନ୍ ପୁଣି ଥରେ ବିବାଦରେ ଫସିଲେ !!!Odisha Khabar 24August 17, 2020 by Odisha Khabar 24August 17, 20208 ବଲିଉଡ ଆକ୍ଟର ଆମିର ଖାନ୍ ପୁଣି ଥରେ ବିବାଦରେ ଫସିଯାଇଛନ୍ତି । ଏବେ ସେ ନିଜ ଫିଲ୍ମ ‘ଲାଲ୍ ସିଂହ ଚଢ୍ଡା’ର ସୁଟିଂ ପାଇଁ ତୁର୍କୀ ଯାଇଛନ୍ତି । ଏହି ସମୟରେ ସେ ରବିବାର...
Entertainmentସୋସିଆଲ ମିଡିଆରେ ନକଲି ଫଲୋୟର୍ସ ଏବଂ ଲାଇକ୍ସ ବଢ଼ାଇବା ପାଇଁ ୭୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବାଦଶାହା !!Odisha Khabar 24August 9, 2020 by Odisha Khabar 24August 9, 20207 ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ଗୋଟିଏ ପରେ ଗୋଟିଏ ବଡ଼ ଖୁଲାସା ହେବାରେ ଲାଗିଛି। ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ ଖବର ସାମ୍ନାକୁ...
Entertainmentବିଳମ୍ବିତ ରାତିରେ କଙ୍ଗନାଙ୍କ ଘର ନିକଟରେ ଶୁଭିଲା ଗୁଳିର ଆବାଜ, ପୋଲିସ୍ରେ ଅଭିଯୋଗ ଆଣିଲେ କଙ୍ଗନାOdisha Khabar 24August 1, 2020 by Odisha Khabar 24August 1, 20208 ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ମନାଲୀ ଘର ନିକଟରେ ବିଳମ୍ବିତ ରାତିରେ ଶୁଭିଛି ଗୁଳିର ଆବାଜ । ଏପରି ଅଭିଯୋଗ ଆଣିଛନ୍ତି କଙ୍ଗନାଙ୍କ ଟିମ୍ । କଙ୍ଗନା ରଣାଓ୍ଵତ ଏବେ ମନାଲୀ ସ୍ଥିତ ନିଜ...
Entertainmentନୀତିଶ କୁମାରଙ୍କ ମନ୍ତ୍ରୀଙ୍କ ବଡ ବୟାନ୍, ରିୟା ଚକ୍ରବର୍ତ୍ତୀଙ୍କୁ କହିଲେ ବଲିଉଡର ‘ବିଷକନ୍ୟା’..!!Odisha Khabar 24July 30, 2020 by Odisha Khabar 24July 30, 20204 ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ମୋଡ଼ ଆସିବାରେ ଲାଗିଛି | ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି ହୋଇଛି | ଅପରପକ୍ଷରେ ସୁଶାନ୍ତ ସିଂହଙ୍କ ପିତା କେ.କେ.ସିଂହଙ୍କ ବୟାନ...
Entertainment‘KGF-2’ରେ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଫାଷ୍ଟ ଲୁକ୍ ରିଲିଜ୍ !!!Odisha Khabar 24July 30, 2020 by Odisha Khabar 24July 30, 20205 ବଲିଉଡ୍ ସୁପରଷ୍ଟାର ସଞ୍ଜୟ ଦତ୍ତ ବୁଧବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ଅପ୍କମିଙ୍ଗ ଫିଲ୍ମ ‘କେଜିଏଫ୍-୨’ର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ଫିଲ୍ମରେ ସଞ୍ଜୟଙ୍କ ଚରିତ୍ର ‘ଅଧିରା’ର ଫାଷ୍ଟ ଲୁକ୍...
Entertainmentହସ୍ପିଟାଲରୁ ଡିସ୍ଚାର୍ଜ୍ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାOdisha Khabar 24July 27, 2020 by Odisha Khabar 24July 27, 20207 କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବଚ୍ଚନ ପରିବାରର ବୋହୁ ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି | ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ...
Entertainmentବିବାହ ବନ୍ଧନରେ ବାନ୍ଧି ହେଲେ ତେଲୁଗୁ ସୁପରଷ୍ଟାର ନିତିନ !!!Odisha Khabar 24July 27, 2020 by Odisha Khabar 24July 27, 20206 କରୋନା ମହାମାରୀ ଭୟ ମଧ୍ୟରେ ତେଲୁଗୁ ସୁପରଷ୍ଟାର ନିତିନ ବିବାହ ବନ୍ଧନରେ ବାନ୍ଧି ହେଲେ। ଦୀର୍ଘ ସମୟର ପ୍ରେମିକାକୁ ନିଜର ଜୀବନ ସାଥୀ ରୂପରେ ସ୍ବିକାର କରିଛନ୍ତି। ଲକଡାଉନ୍ ସମୟରେ ସେ ତାଙ୍କର ପ୍ରେମିକା...
Entertainmentଏଆର ରେହମାନଙ୍କ ଖୁଲାସା- ମୋ ବିରୋଧରେ କାମ କରୁଛନ୍ତି ପୂରା ଗ୍ୟାଙ୍ଗ…Odisha Khabar 24July 26, 2020 by Odisha Khabar 24July 26, 202047 ଓସ୍କାର ଆଓ୍ଵାର୍ଡ ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ ବଲିଉଡକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଗୋଟିଏ ଗ୍ୟାଙ୍ଗ ତାଙ୍କ ବିଷୟରେ ଗୁଜବ ପ୍ରଚାର କରୁଛନ୍ତି। ତାଙ୍କ ବିଷୟରେ ଅପପ୍ରଚାର କରାଯାଉଛି...