Indiaନିର୍ମାଣ ହଉଚି ଦେଶର ପ୍ରଥମ କେବୁଲ ବ୍ରିଜOdisha Khabar 24July 14, 2020 by Odisha Khabar 24July 14, 20204 ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍...
Indiaଭାରତରେ ଦ୍ରୁତଗତିରେ ଭ୍ୟାକ୍ସିନ ବିକିଶତ କାର୍ଯ୍ୟରେ ଲାଗିଛନ୍ତି ବୈଜ୍ଞାନିକ-ଆଇସିଏମ୍ଆର୍Odisha Khabar 24July 14, 2020 by Odisha Khabar 24July 14, 20203 କୋରନା ମହାମାରୀ ମୁକାବିଲା ପାଇଁ ଭାରତରେ ଦ୍ରୁତଗତିରେ ଭ୍ୟାକ୍ସିନ ବିକିଶତ କାର୍ଯ୍ୟରେ ଲାଗିଛନ୍ତି ବୈଜ୍ଞାନିକ। ଦୁଇଟି କମ୍ପାନୀ ଏହି ଦିଗରେ ଆଗୁଆର ରହିଛନ୍ତି। ଭ୍ୟକ୍ସନିର ହ୍ୟୁମାନ ଟ୍ରାଏଲ ପାଇଁ ୧୦ ହଜାର ସ୍ବେଚ୍ଛାସେବୀ ପ୍ରସ୍ତୁତ...
Indiaଜୁଲାଇ ୧୬ରୁ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କଲା ବିହାରOdisha Khabar 24July 14, 2020 by Odisha Khabar 24July 14, 20204 କୋଭିଡ୍-୧୯ ବିସ୍ତାର ଦମନ କରିବାକୁ ଜୁଲାଇ ୧୬ରୁ ୩୧ ତାରିଖଯାଏଁ ବିହାରରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବ ବୋଲି ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀ ଘୋଷଣା କରିଛନ୍ତି। ରାଜ୍ୟରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା...
Indiaଆଠଗଡରେ ଲାଗୁ ହେଲା କଟକଣା, ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସିବା ମନାOdisha Khabar 24July 14, 2020 by Odisha Khabar 24July 14, 20205 ଆଠଗଡ ଉପଖଣ୍ଡକୁ ପ୍ରବେଶ ଉପରେ ଲାଗିଲା କଟକଣା । ବାହାର ଜିଲ୍ଲା କିମ୍ବା ବାହାର ରାଜ୍ୟରୁ କଟକର ଆଠଗଡ଼କୁ ଆସିବା ନେଇ କଟକଣା ଲାଗୁ ହୋଇଛି । ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କ...
Indiaଆମେରିକା ଠାରୁ ୨୦୦ଟି RQ-11 ଡ୍ରୋନ୍ ଏବଂ ଇସ୍ରାଏଲ ଠାରୁ ସ୍ପାଇକ୍ ଫାୟାରଫ୍ଲାଏ ଅସ୍ତ୍ର କିଣିବ ଭାରତOdisha Khabar 24July 14, 2020 by Odisha Khabar 24July 14, 20203 ଭାରତୀୟ ସ୍ଥଳସେନା ଏବେ ନିଜର ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛି। ଏହି କ୍ରମରେ ସିଏ ଆମେରିକା ଠାରୁ ୨୦୦ଟି ଆରକ୍ୟୁ-୧୧ ଚାଳକ ରହିତ ବିମାନ ଏବଂ ଇସ୍ରାଏଲ ଠାରୁ...
Indiaଧନୀଙ୍କ ଉପରେ ଅଧିକ ଟିକସ ଲଗାଅ !!!Odisha Khabar 24July 14, 2020 by Odisha Khabar 24July 14, 20202 କରୋନା ସଙ୍କଟ ପ୍ରଭାବରେ ଅର୍ଥନୀତିକୁ ଯେଉଁ ଧକ୍କା ଲାଗିଛି ସେଥିରେ ସୁଧାର ଆଣିବା ଲାଗି ଅତି ଧନୀ ଭାବେ ଜୀବନ ବିତାଉଥିବା ଲୋକମାନଙ୍କ ଉପରେ ଅଧିକ ଟିକସ ଲଗାଇବାକୁ ୮୦ରୁ ଅଧିକ ମିଲିଓନେୟାର ସାରା...
Indiaଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଥିବା ଫାର୍ମା ସିଟିରେ ଭୀଷଣ ଅଗ୍ନିକାଣ୍ଡOdisha Khabar 24July 14, 2020 by Odisha Khabar 24July 14, 20204 ବିଶାଖା ସଲଭେଣ୍ଟ କଂପାନିରେ ଲାଗିଥିବା ନିଆଁରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ତେବେ କେତେ ମୃତାହତ ହୋଇଛନ୍ତି ସେନେଇ ସଠିକ ସୂଚନା ଆସିନାହିଁ। ରାତି ସାଢେ ୧୦ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ...
Indiaଅଟୋରେ ବୁହା ହେଲା କରୋନା ମୃତକOdisha Khabar 24July 12, 2020 by Odisha Khabar 24July 12, 20202 ଆନ୍ଧ୍ରପ୍ରଦେଶରେ କରୋନା ରୋଗୀଙ୍କ ମୃତଦେହକୁ ଜେସିବିରେ ବୁହା ହେବା ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣିଥରେ କୋଭିଡ ଗାଇଡଲାଇନ୍ର ଉଲଂଘନ୍ନ ହୋଇଥିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ତେଲେଙ୍ଗାନାର ଗାଜିଆବାଦସ୍ଥିତ...
Indiaଖାଦ୍ୟ ସାମଗ୍ରୀରେ ବି କରୋନାଭୂତାଣୁ ବ୍ୟାପିପାରେ !Odisha Khabar 24July 12, 2020 by Odisha Khabar 24July 12, 20203 ଦକ୍ଷିଣ ଆମେରିକାର ଇକ୍ୱେଡର ସ୍ଥିତ ଏକ ଚିଙ୍ଗୁଡ଼ି କାରଖାନାରୁ ନିକଟରେ ଚୀନ୍ର ଦାଲିଆନ୍ ଓ ଜିଆମେନ୍ ବନ୍ଦରକୁ ରପ୍ତାନି ହୋଇଥିବା ସମୁଦ୍ରଖାଦ୍ୟ ପୁଡ଼ିଆର ନମୁନା ପରୀକ୍ଷଣରୁ ସେଥିରେ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିଛି। ଫଳରେ...
Indiaଅମିତାଭ ବଚନଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନOdisha Khabar 24July 12, 2020 by Odisha Khabar 24July 12, 202012 ଅମିତାଭ ବଚନଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ଏ ନେଇ ସେ ଟ୍ୱିଟ୍ କରି ବିଗ୍ ବିଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ସାରା ଦେଶ ମଧ୍ୟ ଅମିତାଭଙ୍କ ସୁସ୍ଥ...